କରୋନାର ନୂଆ ପ୍ରଜାତି ଓମିକ୍ରନ ଆତଙ୍କ : ସନ୍ଦେହରେ ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ

ଟିମକୁ ଦକ୍ଷିଣ ଆଫ୍ରିକା ପଠାଇବା ପୂର୍ବରୁ ସରକାରଙ୍କ ଅନୁମତି ଆବଶ୍ୟକ : କ୍ରୀଡ଼ାମନ୍ତ୍ରୀ ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଟିହ୍ନଟ ହୋଇଥିବା କରୋନାର ନୂଆ ପ୍ରଜାତି ଓମିକ୍ରନକୁ ନେଇ ସମଗ୍ର ବିଶ୍ବରେ ଆତଙ୍କ ଦେଖାଦେଇଛି। ଏହାର ପ୍ରଭାବ ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ଉପରେ ବି ପଡ଼ିବାର ଆଶଙ୍କା ଦେଖାଦେଇଛି। ଏହି ଗସ୍ତ ପୂର୍ବରୁ ବିସିସିଆଇ ଭାରତ ସରକାରଙ୍କ ଅନୁମତି ନେବା ଆବଶ୍ୟକ ବୋଲି ଆଜି … Continue reading କରୋନାର ନୂଆ ପ୍ରଜାତି ଓମିକ୍ରନ ଆତଙ୍କ : ସନ୍ଦେହରେ ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ